ଡାକ୍ତରଙ୍କୁ ହନି ଟ୍ରାପ୍, ଚାରିଜଣଙ୍କୁ ଗିରଫ କଲା ତମଣ୍ଡୋ ପୋଲିସ

ଡାକ୍ତର ଙ୍କୁ ହନି ଟ୍ରାପ୍। ଚାରିଜଣଙ୍କୁ ଗିରଫ କଲା ତମଣ୍ଡୋ ପୋଲିସ। ଅଭିଯୁକ୍ତ ହେଲେ ଇରାନି ପାତ୍ର ଓ ତାଙ୍କ ସ୍ଵାମୀ ବାପି ପାତ୍ର। ଇରାନି ଡା କ୍ତର୍ ଙ୍କ ପୁରୁଣା ରୋଗୀ। ଘଟଣା ଦିନ ଇରାନୀ ଅସୁସ୍ଥ ଥିବା ଦର୍ଶାଇ ତାଙ୍କ ତମଣ୍ଡୋ ସିଟି ହୋମସ ଘରକୁ ଡାକିଥିଲେ।

ଡାକ୍ତର ଙ୍କୁ ହନି ଟ୍ରାପ୍। ଚାରିଜଣଙ୍କୁ ଗିରଫ କଲା ତମଣ୍ଡୋ ପୋଲିସ। ଅଭିଯୁକ୍ତ ହେଲେ ଇରାନି ପାତ୍ର ଓ ତାଙ୍କ ସ୍ଵାମୀ ବାପି ପାତ୍ର। ଇରାନି ଡା କ୍ତର୍ ଙ୍କ ପୁରୁଣା ରୋଗୀ। ଘଟଣା ଦିନ ଇରାନୀ ଅସୁସ୍ଥ ଥିବା ଦର୍ଶାଇ ତାଙ୍କ ତମଣ୍ଡୋ ସିଟି ହୋମସ ଘରକୁ ଡାକିଥିଲେ। ପହଞ୍ଚିବା ମାତ୍ରେ ତାଙ୍କ ସ୍ବାମୀ ଓ ଦୁଇ ସହଯୋଗୀ ତାଙ୍କୁ ଭୁଜାଲି ଦେଖାଇ କାବୁ କରିଦେଲେ।

୨୫ ଲକ୍ଷ ନଦେଲେ ମିଡ଼ିଆ ଡାକି ତମର ଇଜ୍ଜତ ନେଇଯିବି ବୋଲି ଇରାନି ଧମକାଇଥିଲେ। ତୁରନ୍ତ ମୋବାଇଲ ପାସ ୱାର୍ଡ ଆଣି ଫୋନ୍ ପେରେ ଏକ ଲକ୍ଷ୍ ନେଇଯାଇଥିଲେ। ଦଶ ଲକ୍ଷ ଦେବେ ବୋଲି ଡାକ୍ତର ରାଜି ହେବାରୁ ୯ ଲକ୍ଷ ଚେକ୍ ନେଇଥିଲେ। ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩୦ ହଜାର ଟଙ୍କା, ଭୁଜାଲି ମୋବାଇଲ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.