ଭୁବନେଶ୍ବର: ଡ୍ରେସ ପ୍ୟାକେଟ ଭିତରେ ଗଞ୍ଜେଇ ଚାଲାଣ, ୨ଜଣ ଯୁବକ ଗିରଫ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ହାଇଟେକ୍‌ ଗଞ୍ଜେଇ ଚାଲାଣ। କୋରିଅର ପ୍ୟାକେଟରେ ନୀଳ ଜହର। ୪୫କେଜି ଓଜନର ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛି କମିଶନରେଟ୍‌ ପୋଲିସ।

ganja seized

ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ। ଡ୍ରେସ ପ୍ୟାକେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରାଯାଉଥିଲା। ଘଟଣାରେ ଦିଲ୍ଲୀର ୨ଜଣ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ।

Leave A Reply

Your email address will not be published.