Below header

ଜାଲ ଭିତରେ ଫସିଲା ୭ ଫୁଟ ଲମ୍ବର ନାଗସାପ, ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ କଲେ ଉଦ୍ଧାର

ଯାଜପୁର ରୋଡ (କେନ୍ୟୁଜ ): ଯାଜପୁର ଜିଲା କୋରେଇ ବ୍ଲକ ଠାକୁରପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରେ ଥିବା ଜାଲରେ ଏକ ୭ ଫୁଟ ଲମ୍ବର ନାଗସାପ ଫସିଯାଇଥିଲା । ଜାଲରୁ ବାହାରିବା ପାଇଁ ଜେତେଚେଷ୍ଟା କରିଥିଲେ ମଧ୍ୟ ଜାଲରୁ ମୁକୁଳିନାପରି ସାପଟି ଗର୍ଜନ କରିଥିଲା । ସାପର ଗର୍ଜନ ଶୁଣି ପରିବାର ଲୋକେ ଭୟଭୀତ ହୋଇ ଗ୍ରାମବାସୀ ସହ ଏ ସମ୍ପର୍କରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଜଣାଇଥିଲେ । ଯାଜପୁର ରୋଡ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ମଣିଭଦ୍ର ମଲିକ ସେଠାକୁ ଯାଇ ସାପଟିକୁ ଉଦ୍ଧାର କରି ବ୍ୟାସ ସରୋବର ଜଙ୍ଗଲରେ ଛାଡିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.