କଟକ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ଯା କଲେ ନବମ ଶ୍ରେଣୀର ଛାତ୍ରୀ

କଟକ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ଯା କଲେ କଟକ କଲେଜ ଛକ ନିକଟ ଶିଶୁ ବିଦ୍ଯା ମନ୍ଦିରରେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ । ଆତ୍ମହତ୍ଯା କରିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ସୌମ୍ଯା ଶ୍ରୀରାଜ । ତାଙ୍କ ବୟସ ୧୪ ବର୍ଷ ହେବ । ତେବେ ସୁଶାନ୍ତ କଣ ପାଇଁ ଆତ୍ମହତ୍ଯା କଲେ ସେ ସବୁବେଳେ ସେହି କଥା ବସି ଭାବୁଥିବା ସହିତ ତାଙ୍କୁ ସବୁବେଳେ ମନେପକାଉଥିଲେ । ତେବେ ଘରେ କେହି ନଥିବାର ସୁଯୋଗ ପାଇ ସେ ବେକରେ ରସି ଦେଇ ଆତ୍ମହତ୍ଯା କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.