Browsing Tag

sushant sing rajput

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଶେଷ ଭିଡିଓ

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ। ସେ ୨୧ ଜାନୁୟାରୀ ୧୯୮୬ରେ ପାଟନାରେ ଜନ୍ମଗ୍ରହଣ କରିଥିଲେ। ଆଜି ସୁଶାନ୍ତ ଜୀବିତ ଥିଲେ, ସେ ୩୭ ତମ ଜନ୍ମଦିନ ପାଳନ କରିଥାନ୍ତେ। କିନ୍ତୁ ୪ ଭଉଣୀରେ ଏକମାତ୍ର ଭାଇ ଥିବା ସୁଶାନ୍ତ ୧୪ ଜୁନ୍‌ ୨୦୨୦ରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରି ଦେଇଛନ୍ତି।…

ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟ୍‌କୁ ବହୁତ ଜଲ୍‌ଦି ଆସିବେ ନୂଆ ଭଡ଼ାଟିଆ; ମାସିକ ଭଡ଼ା ଜାଣିଲେ ବିଶ୍ୱାସ କରି ପାରିବେ…

ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ୍‌ରେ ରହିବେ ନୂଆ ଭଡ଼ାଟିଆ। ଦିବଂଗତ ଅଭିନେତାଙ୍କ ନିଧନକୁ ଅଢ଼େଇରୁ ଅଧିକ ବର୍ଷ ବିତିଗଲାଣି। ଏତେ ସମୟ ବିତିଯିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଏହାରି ଭିତରେ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି…

ସୁଶାନ୍ତଙ୍କ ସ୍ମୃତିରେ ଅଷ୍ଟ୍ରେଲିଆରେ ତିଆରି ହେଲା ମେମୋରିଆଲ୍‌ ବେଞ୍ଚ୍‌, ଲେଖାଗଲା ଏମିତି କିଛି

ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି। ସେ ପ୍ରାୟ ସମୟ ଭାଇ ସୁଶାନ୍ତଙ୍କ ସ୍ମୃତିରେ ଫଟୋ ଏବଂ ଭିଡିଓ ଶେୟାର କରିବାରେ ଲାଗିଥାଆନ୍ତି। ଏଥି ସହିତ ଶ୍ୱେତା ସୁଶାନ୍ତଙ୍କୁ ନ୍ୟାୟ ଦେବାରେ ବି ଲାଗିଛନ୍ତି। ଏବେ ସେ ଆଉ ଏକ…

ଲୋକାର୍ପିତ ହେଲା ସୁଶାନ୍ତଙ୍କ ପ୍ରଥମ ମହମ ଷ୍ଟାଚ୍ୟୁ, କୋଲକାତା ପ୍ରଶଂସକ କଲେ ତିଆରି

ଅଭିନେତା ସୁଶାନ୍ତ ସିଂହଙ୍କ ଅଚାନକ ମୃତ୍ୟୁ ଯେମିତି ତାଙ୍କ କୋଟି କୋଟି ଫ୍ୟାନ୍ସଙ୍କୁ ଏକ ବଡ଼ ଝଟକା ଦେଇଛି । ତାଙ୍କ ମୃତ ଶରୀର ମୁମ୍ବାଇ ସ୍ଥିତ ବାସଭବନରୁ ଠାବ ହେବା ପରେ ତାଙ୍କ ପରିବାରଠୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ମାନେ ଏହି ଅଭିନେତାଙ୍କ ପାଇଁ ନ୍ୟାୟ ଦାବି କରି ଆସୁଛନ୍ତି । ନ୍ୟାୟ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଆଜି ଇଡିରେ ହାଜର ହେବେନାହିଁ ରିୟା, ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ…

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ତନାଘନା ଆରମ୍ଭ କରିଛି ଇଡି । ତାଙ୍କ ନିକଟତମ ବ୍ୟକ୍ତି ବିଶେଷ ମାନଙ୍କୁ ପଚରାଉଚରା କରୁଥିବା ବେଳେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍‌ସଆପ୍‌ ଚାଟ୍‌କୁ ଯାଞ୍ଚ କରିଛି । ତେବେ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଛି ଖୁବ୍‌…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛର ପ୍ରକୃତ ରହସ୍ଯର କେବେ ହେବ ପର୍ଦାଫାଶ ? ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କଲା (ED) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମୃତ୍ୟୁ ପଛରେ କୌଣସି ଅର୍ଥନୈତିକ ହେରଫେର ହୋଇଛି କି, ସେନେଇ ତଦନ୍ତ କରିବ ଇଡି । ସୁଶାନ୍ତ ସିଂହଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ହେରଫେର ନେଇ…

ରିଲିଜ୍‌ ହେଲା ‘ଦିଲ ବେଚାରା’ ଗୀତର ଟିଜର, ସୁଶାନ୍ତଙ୍କ ନଟ୍‌ଖଟ୍‌ ଅନ୍ଦାଜକୁ ପସନ୍ଦ କରୁଛନ୍ତି ଫ୍ୟାନ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମର ଟାଇଟଲ୍‌ ଗୀତ ‘ଦିଲ ବେଚାରା’ର ଟିଜର ରିଲିଜ ହୋଇଛି। ଏହି ଗୀତରେ ସୁଶାନ୍ତ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି। ସୁଶାନ୍ତଙ୍କର ଏହି ନଟ୍‌ଖଟ୍‌ ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଟିଜରରେ ସୁଶାନ୍ତ ଗୀତର କେତେକ ଷ୍ଟେପ୍‌ କରି ଶେଷରେ ହସିଥିବା…

କଟକ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ଯା କଲେ ନବମ ଶ୍ରେଣୀର ଛାତ୍ରୀ

କଟକ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ଯା କଲେ କଟକ କଲେଜ ଛକ ନିକଟ ଶିଶୁ ବିଦ୍ଯା ମନ୍ଦିରରେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ । ଆତ୍ମହତ୍ଯା କରିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ସୌମ୍ଯା ଶ୍ରୀରାଜ । ତାଙ୍କ ବୟସ ୧୪ ବର୍ଷ ହେବ । ତେବେ…