ତାଳଚେର ବିଧାୟକଙ୍କ ଅଫିସ ଆଗରେ ବୋମା ଠାବ, କୁଆଡୁ ଆସିଲା କାରଣ ଅସ୍ପଷ୍ଟ 

ବିଧାୟକଙ୍କ ଅଫିସ ଆଗରେ ବୋମା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ଆଗରୁ ବିରାଟ ବୋମା ଠାବ ହୋଇଛି। 

ତାଳଚେର (କେନ୍ୟୁଜ): ବିଧାୟକଙ୍କ ଅଫିସ ଆଗରେ ବୋମା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ଆଗରୁ ବିରାଟ ବୋମା ଠାବ ହୋଇଛି।  ଭରତପୁର କ୍ୟାମ୍ପ ଅଫିସ ନିକଟରୁ ଟାଇମର ବୋମା ଜବତ କରାଯାଇଛି। ବୋମାଟି  କୁଆଡୁ ଆସିଲା, କିଏ ପକାଇଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.