ବିଟିଏମ ଛକ ଠାରେ କାର ଓ ବୋଲେରୋ ଧକ୍କା: ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ଝାରସୁଗୁଡା ଏସପି

ଆଜି ଝାରସୁଗୁଡା ବିମାନ ବନ୍ଦରରୁ ତିନିଜଣ ମହିଳା ବ୍ରଜରାଜନଗର ଯାଉଥିବା ବେଳେ ଭୁଲ ଦିଗରୁ ଆସୁଥିବା ଏକ ବୁଲେରୋ କାରକୁ ଧକ୍କା ଦେଇଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଝାରସୁଗୁଡା ଏସ.ପି. ଯାଉଥିବା ବେଳେ ଘଟଣାରେ ଆହତ ହୋଇଥିବା ତିନି ଜଣ ମହିଳାଙ୍କୁ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସିତ କରାଇଥିଲେ।

ଝାରସୁଗୁଡା(କେନ୍ୟୁଜ୍): ବିଟିଏମ ଛକ ଠାରେ କାର ଓ ବୋଲେରୋ ଧକ୍କା, କାରରେ ଥିବା ତିନି ଜଣ ମହିଳା ଆହତ। ତିନିଜଣ ମହିଳାଙ୍କୁ ନିଜ ଗାଡ଼ିରେ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଲେ ଝାରସୁଗୁଡା ଏସ.ପି. ପରମାର ସ୍ମିତ ପୁରୁଷୋତ୍ତମ ଦାସ।

ଆଜି ଝାରସୁଗୁଡା ବିମାନ ବନ୍ଦରରୁ ତିନିଜଣ ମହିଳା ବ୍ରଜରାଜନଗର ଯାଉଥିବା ବେଳେ ଭୁଲ ଦିଗରୁ ଆସୁଥିବା ଏକ ବୁଲେରୋ କାରକୁ ଧକ୍କା ଦେଇଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଝାରସୁଗୁଡା ଏସ.ପି. ଯାଉଥିବା ବେଳେ ଘଟଣାରେ ଆହତ ହୋଇଥିବା ତିନି ଜଣ ମହିଳାଙ୍କୁ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସିତ କରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.