ଆଠଗଡ଼ରେ ଦୁଇ ଶିଶୁଙ୍କୁ ଅକଥନୀୟ ନିର୍ଯାତନା ଦେବା ମାମଲା, ବନ୍ଧା ହେଲେ ସାବତ ମାଆ ଓ ବାପା

ଦୁଇ ଜଣଙ୍କୁ ଗିରଫ କରିଛି ଆଠଗଡ଼ ଥାନା ପୋଲିସ । ସେମାନେହେଲେ ଆଠଗଡ଼ ଅଶୋକ ନଗରର ସୁନୀଲ ନନ୍ଦ ଓ ସାବତ ମାଆ ପୁଷ୍ପଲତା ।

ଆଠଗଡ଼(କେନ୍ୟୁଜ୍):  ଗିରଫ ହେଲା ନିଷ୍ଠୁର ସାବତ ମାଆ । ଆଠଗଡ଼ରେ ଭାଇ ଭଉଣୀଙ୍କୁ ଅକଥନୀୟ ନିର୍ଯାତନା ଘଟଣାରେ ବାପା ଓ ସାବତ ମାଆ ଗିରଫ ହୋଇଛନ୍ତି । ଦୁଇ ଜଣଙ୍କୁ ଗିରଫ କରିଛି ଆଠଗଡ଼ ଥାନା ପୋଲିସ । ସେମାନେହେଲେ ଆଠଗଡ଼ ଅଶୋକ ନଗରର ସୁନୀଲ ନନ୍ଦ ଓ ସାବତ ମାଆ ପୁଷ୍ପଲତା ।
ଦୁଇ ଶିଶୁଙ୍କୁ ସାବତ ମାଆ ଅକଥନୀୟ ନିର୍ଯାତନା ଦେଉଥିଲେ । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସାବତ ମାଆର ପ୍ରବଳ ମାଡରେ ଦୁଇ ଶିଶୁ ଗୁରୁତର ଆହତ ହୋଇଥିଲେ । ମାଡ ପରେ ଘରୁ ଲୁଚି ପଳାଇଥିଲେ ଦୁଇ ଶିଶୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.