Below header

ଶ୍ରୀମନ୍ଦିର ଭିତର କାଠ ନିକଟରେରେ ଅଘଟଣ: ଦୀପ ନିଆଁରେ ଜଳିଗଲା ନାବାଳକର ହାତ

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଘଟଣ। ଭିତର କାଠ ନିକଟରେରେ ଅଘଟଣ। ଦୀପ ନିଆଁରେ ନାବାଳକର ଜଳିଗଲା ହାତ। ଦକ୍ଷିଣା ଥାଳିରେ ଦୀପ ଧରି ଜଣେ ସେବାୟତ ବୁଲୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଦୀପ ନିଆଁ ବାଜି ଯିବାରୁ ନାବାଳକଟିର ବାମ ହାତ ଫୋଟକା ହୋଇଯାଇଛି।

ହେମନ୍ତ କୁମାର ଭୂୟାଁ ଓ ଲିପିକା ସାମନ୍ତରାୟ ତାଙ୍କ ପୁଅକୁ ଧରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବା ସମୟରେ ଅଘଟଣ ଘଟିଥିଲା। ପ୍ରାଥମିକ ଚିକିତ୍ସା ପରେ ନାବାଳକ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.