Below header

୨୨ ବର୍ଷ ହେବ ମରି ମରି ବଞ୍ଚିଛି, ମୋତେ ଓ ଘରକୁ ବାରମ୍ବାର ଆକ୍ରମଣ କରାଯାଇଛି: ଅଞ୍ଜନା ମିଶ୍ର

କେନ୍ୟୁଜ୍(ବ୍ୟୁରୋ):  ଗଣମାଧ୍ୟମ ଆଗରେ ୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର। ସେ କହିଛନ୍ତି ୨୨ ବର୍ଷ ହେବ ମୁଁ ମରି ମରି ବଞ୍ଚିଛି। ଘରେ ପାଟି ଚୁପ କରି ବସିବା ପାଇଁ ଧମକ ଦିଆଯାଇଛି। ମୋତେ ଓ ଘରକୁ ବାରମ୍ବାର ଆକ୍ରମଣ କରାଯାଇଛି। ମୁଁ କେସ ଫାଇଲ କରିବାରୁ କିଛି ନିର୍ଦ୍ଧିଷ୍ଟ ଦଳର ଲୋକେ ମୋତେ ଟାର୍ଗେଟ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୋଲିସ ପ୍ରଶାସନଙ୍କ ଧନ୍ୟବାଦ ଦେବା ସହ ଅଭିଯୁକ୍ତକୁ ଫାଶୀ ନଚେତ ଆଜୀବନ ଜେଲ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଅଞ୍ଜନା ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.