ଢ଼େଙ୍କାନାଳ କିଙ୍ଗୋଳ ଗାଁରେ ଅମାନବୀୟ ଘଟଣା, ମଜୁରୀ ମାଗିବାରୁ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଢ଼େଙ୍କାନାଳ : ମଜୁରୀ ମାଗିବାରୁ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । ଢ଼େଙ୍କାନାଳ ଭୁବନ ଥାନା କିଙ୍ଗୋଳ ଗାଁରେ ଏହି ଘଟଣା ଘଟିଛି । ବାକି ଥିବା ଧାନକଟା ମଜୁରୀ ମାଗିବାରୁ ବୃଦ୍ଧଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.