Below header

ମହାନତା ଦେଖାଇଲେ ବାଲେଶ୍ୱର ବିଧାୟକ: ବନ୍ୟାରେ ଫଶିଥିବା ଗର୍ଭବତୀ ମହିଳାଙ୍କୁ କଲେ ଉଦ୍ଧାର

ବାଲେଶ୍ୱର(କେନ୍ଯୁଜ୍): ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ବାଲେଶ୍ୱର ବିଧାୟକ। ବନ୍ୟାରେ ଫଶିଥିବା ଜଣେ ଗର୍ଭବତୀ ମହିଳାଙ୍କ ନିକଟରେ ପହଞ୍ଚିଲେ ବିଧାୟକ ସ୍ୱରୂପ ଦାସ।

ବାଲେଶ୍ୱରର ଓଳନ୍ଦା ସାରଗାଁ ଗ୍ରାମପଞ୍ଚାୟତ ମନ୍ଦାଧର ଗାଁ ବନ୍ୟା କାରଣରୁ ପାଣି ଘେରରେ ରହିଛି। ଡଙ୍ଗା ସାହାଯ୍ୟରେ ଗାଁରେ ପହଞ୍ଚି ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଥିଲେ ବିଧାୟକ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମହିଳା ଜଣକ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.