ବଲାଙ୍ଗିର ପୋଲିସ୍ ହାତରେ ଆନ୍ତଃରାଜ୍ୟ ବଲେରୋ ଚୋର ଗ୍ୟାଙ୍ଗ: ୨୨ଟି ଗାଡି ସହ ୧୦ ଗିରଫ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ପୋଲିସକୁ ବଡ ସଫଳତା। ଆନ୍ତଃରାଜ୍ୟ ବଲେରୋ ଚୋର ଗ୍ୟାଙ୍ଗକୁ ଧରିଲା ବଲାଙ୍ଗିର ପୋଲିସ। ଏହାସହ ୨୨ଟି ବଲେରୋ ଗାଡି ଉଦ୍ଧାର ସହ ୧୦ଜଣଙ୍କୁ ଗିରଫ କଲା ପୋଲିସ୍।

ଗତ ଏକ ବର୍ଷ ଭିତରେ ସୋନପୁର ବଲାଙ୍ଗିର,କଲାହାଣ୍ଡି,ନୂଆପଡା,ବରଗଡ ଓ ସମ୍ବଲପୁର ଜିଲ୍ଲାରୁ ବଲେରୋ ଗାଡି ଓ ପିକଅପ ଚୋରେଇ ଏହି ଗ୍ୟାଙ୍ଗ ବିକ୍ରି କରି ଦେଉଥିଲେ। ଏହି ଚୋର ଗ୍ୟାଙ୍ଗ ଠାରୁ ପ୍ରାୟ ୧୫ଲକ୍ଷ ଟଙ୍କାର ଗାଡି ସ୍ପେୟାର ପାର୍ଟ ମଧ୍ୟ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.