ଭଦ୍ର ଚୋରଙ୍କୁ ସାବଧାନ ! ଅସହାୟତାର ଫାଇଦା ନେଇ ଲୁଟିଥିବା ଏଟିଏମ ଚୋର ଗ୍ୟାଙ୍ଗକୁ ବାନ୍ଧିଛି ପୋଲିସ
ଭୁବନେଶ୍ବର(କେନ୍ୟୁଜ୍): ଏଟିଏମ କାଉଣ୍ଟରକୁ ଭଦ୍ର ବେଶରେ ଆସନ୍ତି, ଆଉ ପିନ ନମ୍ବର ଓ କାର୍ଡ ନେଇ ଲୋକଙ୍କୁ କଳାକନା ବୁଲାନ୍ତି। ଏଭଳି ଗୋଟିଏ ଗ୍ୟାଙ୍ଗକୁ ଧରିଛି ଲକ୍ଷ୍ମୀସାଗର ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଗଂଜାମ ପୋଲସରାର ମନୋଜ କୁମାର ସାହୁ ଓ ଭଞ୍ଜନଗର ର ଗୋବର୍ଦ୍ଧନ ପାତ୍ର । ଏମାନଙ୍କ…