ମୁହଁରେ ମାସ୍କ ଓ ମୁଣ୍ଡରେ ଟୋପି ଲଗାଇ ଚୋରି କରୁଥିବା କୁଖ୍ୟାତ ବାଇକ୍‌ ଲୁଟେରା ଗିରଫ

କେନ୍ୟୁଜ୍(ବ୍ୟୁରୋ): ଧରାପଡ଼ିଲା କୁଖ୍ୟାତ ବାଇକ୍‌ ଲୁଟେରା । ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି କରୁଥିଲା ଦାମୀ ବାଇକ । ମୁହଁରେ ମାସ୍କ ଓ ମୁଣ୍ଡରେ ଟୋପି ଲଗାଇ ଚୋରି କରୁଥିଲା ଗାଡ଼ି । ମେଡିକାଲ, ସପିଂ ମଲ୍‌ ଆଦି ସ୍ଥାନକୁ ଟାର୍ଗେଟ କରୁଥିଲା ।

ମଞ୍ଚେଶ୍ୱର ଥାନାରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଭିଯୁକ୍ତର ଘର କେନ୍ଦ୍ରାପଡ଼ାରେ । ଏହି କୁଖ୍ୟାତ ଚୋର ଏକ ବଡ଼ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ଏମାନେ ଏକାଧିକ ଚୋରି ଘଟଣାପେ ସଂପୃକ୍ତ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.