କଟକ ମହାନଗର ନିଗମର ୫ମ ମେୟର ଭାବେ ଶପଥ ନେଲେ ବିଜେଡିର ସୁବାସ ସିଂ

କଟକ(କେନ୍ୟୁଜ୍): କଟକ ମହାନଗର ନିଗମର ୫ମ ମେୟର ଭାବେ ଶପଥ ନେଲେ ବିଜେଡିର ସୁବାସ ସିଂ। କଟକ ଶହୀଦ୍‌ ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ବିଜୟ ଲାଭ କରିଥିବା ୫୯ଟି ୱାର୍ଡର କର୍ପୋରେଟର ଓ ମେୟର ଶପଥ ନେଇଛନ୍ତି।

ଏହାସହ ୩୮ଜଣ ବିଜେଜି, ୮ଜଣ କଂଗ୍ରେସ, ୭ଜଣ ବିଜେପି ଓ ୬ଜଣ ସ୍ୱାଧୀନ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି। କଟକ ମହାନଗର ନିଗମରେ ମୋଟ ୫୯ଟି ଓ୍ଵାର୍ଡ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.