Browsing Tag

subash singh

ମେୟର ସୁବାସ ସିଂହଙ୍କର ଫେସବୁକ ପେଜ ହ୍ୟାକ, ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା କଲେ ଅଭିଯୋଗ

କଟକ (କେନ୍ୟୁଜ): କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କର ଅଫିସିଆଲ ଫେସବୁକ ପେଜ ହ୍ୟାକ ହୋଇଛି । ମେୟର ସୁବାଷ ଏନେଇ ସୂଚନା ଦେଇଛନ୍ତି । ହ୍ୟାକ କରି ଉଦ୍ଦେଶ୍ୟମୂଳକ ଭାବରେ ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା ଅଭିଯୋଗ ଆଣିଲେ ମେୟର। ଏହାପରେ ସାଇବର କ୍ରାଇମର ଦ୍ୱାରସ୍ଥ ହେଲେ ସୁବାସ ସିଂହ।…

ଶେଷ ହେବାକୁ ଯାଉଛି କଟକରେ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଜାଇକା କାମ: ସୁବାସ ସିଂ

କଟକ(କେନ୍ୟୁଜ୍): କଟକ ସହରରେ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଜାଇକା କାମ କିଛି ମାସ ମଧ୍ୟରେ ଶେଷ ହେବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ । ମାଟି ତଳେ ଚାଲିଥିବା ସ୍ୱରେଜ ଡ୍ରେନେଜ କାମ ଆସନ୍ତା ଜାନୁଆରୀରେ ଶେଷ ହେବାର ରହିଛି । କିନ୍ତୁ ବକ୍ସ ଡ୍ରେନ କାମ ସରିବା…

କଟକ ବାଦାମବାଡ଼ି ବସଷ୍ଟାଣ୍ଡ କାମର ତଦାରଖ କଲେ ମେୟର ସୁବାସ ସିଂ

କଟକ (କେନ୍ୟୁଜ୍): କଟକ ବାଦାମବାଡ଼ିରେ ଥିବା ପୁରୀ ବସଷ୍ଟାଣ୍ଡ କାମର ତଦାରଖ କଲେ ମେୟର ସୁବାସ ସିଂ ।କାମ କିଭଳି ସଠିକ୍‌ ଭାବେ ହେବ ସେଥିପାଇଁ ନିଜେ ଉପସ୍ଥିତ ରହି ତଦାରଖ କରିଛନ୍ତି । ବାଦାମବାଡ଼ିରେ ଥିବା ଅନୁଗୁଳ ଓ ପୁରୀ ବସଷ୍ଟାଣ୍ଡରେ ୩ଫୁଟର କାଦୁଅ ହୋଇଥିବାରୁ ଯାତ୍ରୀ ଅନେକ ସମସ୍ୟାର…

ମୌସୁମୀ ପୂର୍ବରୁ ଶେଷ ହେବ କଟକ ସହରରେ ପଙ୍କ ଉଦ୍ଧାର କାର୍ଯ୍ୟ, ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲେ ମେୟର

କଟକ(କେ.ନ୍ୟୁଜ୍‌): କଟକ ସହରର ସବୁ ସମସ୍ୟାକୁ ଦୂର କରିବାକୁ ଅଣ୍ଟା ଭିଡ଼ିଛନ୍ତି ନୂଆ ମେୟର। ମୌସୁମୀ ପୂର୍ବରୁ କଟକ ସହରରେ ପଙ୍କ ଉଦ୍ଧାର ପ୍ରକ୍ରିୟା ଶେଷ କରିବାକୁ ଯୋଜନା ରଖିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଆଜି କଡ଼ା ତାଗିଦ କରିଛନ୍ତି ମେୟର ସୁବାସ ସିଂହ। କଟକ ସହରର ବିଭିନ୍ନ…

ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ, କାର୍ଯ୍ୟରତ ୱାର୍ଡ ଅଧିକାରୀଙ୍କ ଉପରେ ବର୍ଷିଲେ

କଟକ (କେନ୍ୟୁଜ୍): ରାସ୍ତାରୁ ମଲା କୁକୁର ଉଠାଇଲେ କଟକ  ମେୟର ସୁବାସ ସିଂହ। ଅଫିସ ଯାଉଥିବା ସମୟରେ ତଳ ତେଲେଙ୍ଗାବଜାର- ଫିରିଙ୍ଗବଜାର ଛକ ନିକଟରେ ଏକ ମଲା କୁକୁର ପଡିଥିବାର ଦେଖି ନିଜ ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ ସୁବାସ। ରାସ୍ତା ମଝିରୁ ମଲା କୁକୁର ପଡି ଥିବାରୁ ଯାତାୟାତରେ…

କଟକ ମହାନଗର ନିଗମର ୫ମ ମେୟର ଭାବେ ଶପଥ ନେଲେ ବିଜେଡିର ସୁବାସ ସିଂ

କଟକ(କେନ୍ୟୁଜ୍): କଟକ ମହାନଗର ନିଗମର ୫ମ ମେୟର ଭାବେ ଶପଥ ନେଲେ ବିଜେଡିର ସୁବାସ ସିଂ। କଟକ ଶହୀଦ୍‌ ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ବିଜୟ ଲାଭ କରିଥିବା ୫୯ଟି ୱାର୍ଡର କର୍ପୋରେଟର ଓ ମେୟର ଶପଥ ନେଇଛନ୍ତି। ଏହାସହ ୩୮ଜଣ ବିଜେଜି, ୮ଜଣ କଂଗ୍ରେସ, ୭ଜଣ ବିଜେପି ଓ ୬ଜଣ…

ସଂସଦରେ ବାରବାଟୀ ଦୁର୍ଗ ପ୍ରସଙ୍ଗ ଉଠାଇଲେ ସାଂସଦ ସୁବାସ ସିଂ

ଭୁବନେଶ୍ବର: ସଂସଦରେ ଉଠିଲା ବାରବାଟୀ ଦୁର୍ଗ ପ୍ରସଙ୍ଗ । ବାରବାଟୀ ଦୁର୍ଗ କାମ ଶେଷ କରିବାକୁ ASIକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟସଭାରେ ଦାବି କରିଛନ୍ତି ସାଂସଦ ସୁବାସ ସିଂ । ବାରବାଟୀ ଦୁର୍ଗର ବିକାଶ ପାଇଁ ୧୭ କୋଟି ଟଙ୍କା ଅନୁଦାନ ଆସିଥିଲା । କିନ୍ତୁ କାମ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ…