ବିଜେପି ରାଜ୍ୟରେ ସମସ୍ତ ଆସନରେ ଏକାକୀ ଲଢ଼ିବ : ରାଜ୍ୟ ସଭାପତି ମନମୋହନ ସାମଲ

ରାଜ୍ୟରେ ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟ ଉପରେ ସସପେନ୍ସ ଜାରି ରହିଥିବା ବେଳେ ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ରାଜ୍ୟରେ ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟ ଉପରେ ସସପେନ୍ସ ଜାରି ରହିଥିବା ବେଳେ ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟ ସଭାପତି ମନମୋହନ ସାମଲ ‘ଏକ୍ସ ‘ ରେ ବିଜେପି ରାଜ୍ୟରେ ଏକାକୀ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି । ବିଜେପି ରାଜ୍ୟରେ ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନ ସଭାରେ ନିର୍ବାଚନ ଲଢ଼ିବ । ମନମୋହନଙ୍କ ‘ଏକ୍ସ ‘ ପୋଷ୍ଟକୁ ରିପୋଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.