ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଘଟଣ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡ଼ଙ୍ଗା

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଘାଟ ଡ଼ଙ୍ଗା । ଡଙ୍ଗାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ ୧୦ଟି ବାଇକ ରହିଛି । ଡ଼ଙ୍ଗା ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ମହିଂଶା ଗାଁ ଘାଟରେ ରହିଛି ଯାତ୍ରୀବାହୀ ଡ଼ଙ୍ଗା ।

ବ୍ରହ୍ମଗିରି (କେନ୍ୟୁଜ): ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଘାଟ ଡ଼ଙ୍ଗା । ଡଙ୍ଗାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ ୧୦ଟି ବାଇକ ରହିଛି । ଡ଼ଙ୍ଗା ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ମହିଂଶା ଗାଁ ଘାଟରେ ରହିଛି ଯାତ୍ରୀବାହୀ ଡ଼ଙ୍ଗା ।

ସାତପଡ଼ା ଠାରୁ ଯାତ୍ରୀଙ୍କୁ ନେଇ ଜହ୍ନିକୁଦା ଅଭିମୁଖେ ବାହାରିଥିଲା ଯାତ୍ରୀବାହୀ ଘାଟ ଡ଼ଙ୍ଗା । ମଏଁସା ଗାଁ ନିକଟ ଏକ କୁଦରେ ଡ଼ଙ୍ଗା ଚାଳକ ଅହୁଲା ମାରି ମାରି ଏକ କୁଦରେ ଡ଼ଙ୍ଗା ଲଗାଇଥିବା ଜଣାପଡିଛି । ଅନ୍ୟ ଏକ ମେସିନି ଡଙ୍ଗାରେ ଲାଗିବା ପରେ ଡଙ୍ଗାଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.