ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ
ପୁରୀ : ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ । ଚିଲିକା କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମଡ଼କ ପରେ ଦେଖା ଦେଇଛି ଏହି ଆତଙ୍କ । ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି କିଛି କୁକୁଡ଼ା ଚାଷୀ ଏହି ଖବର ପାଇଲା ପରେ ଚିନ୍ତାରେ…