ବାଙ୍କି ରେଞ୍ଜ ଟୁଁଗୁରି ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ବଣାଇ(କେନ୍ୟୁଜ୍): ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର। ସୁନ୍ଦରଗଡ ଜିଲ୍ଲା ବାଙ୍କି ରେଞ୍ଜ ଟୁଁଗୁରି ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ରାଉରକେଲା ଡିଏଫଓ, ଏସିଏଫ୍‌ ଓ ରେଞ୍ଜର ପହଞ୍ଚି ତଦନ୍ତ ଚଳାଇଛନ୍ତି । କେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ତାହା ଏବେବି ଅସ୍ପଷ୍ଟ ରହିଛି । ହାତୀଟି ମରି ପଡିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.