ଆଠଗଡ଼: ତିଗିରିଆ ବିଷ୍ଣୁପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ, ୩ ଗୁରୁତର

ଗଣ୍ଡଗୋଳ ପରେ ମୋଟ ୪ଟି ବୋମାମାଡ ହୋଇଥିଲା । ଅଧିକ ଖୋଳତାଡ କରୁଛି ତିଗିରିଆ ଥାନା ପୋଲିସ୍ । ବୋମାମାଡରେ ଜଣଙ୍କ ବାମ ହାତର ପାପୁଲି ନଥିବା ସୂଚନା ମିଳିଛି ।  

ଆଠଗଡ଼(କେନ୍ୟୁଜ୍): ପୂର୍ବ ଶତ୍ରୁତାରୁ ବୋମାମାଡ । ଆଠଗଡ଼ ତିଗିରିଆ ଥାନା ବିଷ୍ଣୁପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଛି । ଏଥିରେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ତିଗିରିଆ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗଣ୍ଡଗୋଳ ପରେ ମୋଟ ୪ଟି ବୋମାମାଡ ହୋଇଥିଲା । ଅଧିକ ଖୋଳତାଡ କରୁଛି ତିଗିରିଆ ଥାନା ପୋଲିସ୍ । ବୋମାମାଡରେ ଜଣଙ୍କ ବାମ ହାତର ପାପୁଲି ନଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.