ଏକ କାଳୀନ ଫୁଟିଲା ୧୦ଟି ବ୍ରହ୍ମକମଳ, ଦିବ୍ୟପୁଷ୍ପକୁ କରାଯାଉଛି ପୂଜାର୍ଚ୍ଚନା

ଯାଜପୁର (କେନ୍ୟୁଜ): ଗୋଟିଏ କି ଦୁଇଟି ନୁହେଁ ଏକକାଳୀନ ଫୁଟିଲା ଦଶ ଦଶଟି ବ୍ରହ୍ମକମଳ ଫୁଲ। ଶେଷ ରଜ ଅବସରରେ ଯାଜପୁର ଜିଲ୍ଲା ଓଡଙ୍ଗ ଝାଟିଆ ଶାସନ ନିବାସୀ ଶ୍ୟାମ ସୁନ୍ଦର ଦାଶ ଓ ଅନିତା ଦାଶଙ୍କ ବଗିଚାରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।

BRAMHA KAMALAବ୍ରହ୍ମକମଳ ପ୍ରସ୍ଫୁଟିତ ହେବା ପରେ ଏହି ଦିବ୍ୟପୁଷ୍ପକୁ ଧୂପ, ଦୀପ ଦେଇ ଲୋକେ ବନ୍ଦାପନା କରାଯିବା ସହ ପୂଜାର୍ଚ୍ଚନା କରାଯାଇଛି। ଏହି ଦେବ ପୁଷ୍ପକୁ ଦେଖିବା ପାଇଁ ଅତ୍ୟନ୍ତ ଉତ୍ସାହର ସହ ଗ୍ରାମବାସୀମାନେ ବଗିଚାକୁ ଧାଉଁ ଥିବାର ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.