ନୟାଗଡ଼ ଦଶପଲ୍ଲାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଗୁରୁତର, ୧୯ଆହତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ । ୧୯ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଡ୍ରାଇଭର ଗୁରୁତର । ସମସ୍ତେ କଟକ SCB ମେଡିକାଲ କଲେଜର ଶେଷବର୍ଷର ଛାତ୍ରଛାତ୍ରୀ ।

କୋଭିଡ ଡ୍ୟୁଟି ପାଇଁ ବଲାଙ୍ଗୀର ଯାଉଥିଲେ । ଦଶପଲ୍ଲା ନିକଟ ଦୁର୍ଗାପ୍ରସାଦଠାରେ ବସ୍‌ଟି ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା । ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.