Below header

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ପଞ୍ଚାୟତିରାଜ ବିଭାଗର ବସୁଧା ଯୋଜନାକୁ ଅନୁମମୋଦନ ମିଳିଛି । ସାଧାରଣ ପ୍ରଶାସନର ଗୋଟିଏ ପ୍ରସ୍ତାବ ଓ ସଂସଦୀୟ ବ୍ୟାପାରର ଗୋଟିଏ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି । ବ୍ରହ୍ମପୁରର ସୀତାପଲ୍ଲୀରେ ଟାଟା ଷ୍ଟିଲ ପକ୍ଷରୁ ହେବ ମଲ୍ଟି ସୁପରସ୍ପେଶାଲିଷ୍ଟ ହସ୍ପିଟାଲ । ଟାଟା ଷ୍ଟିଲ ପ୍ଲାଣ୍ଟର ପ୍ରୋଜେକ୍ଟ ପାଇଁ ଜମି ଦିଆଯିବ । ସେହିପରି କଳାହାଣ୍ଡିର ନର୍ଲା ଠାରେ ୧୪୧.୭ଏକର ଜମିରେ ରେଲେଓ୍ଵ ଓ୍ଵାର୍କସପ ପାଇଁ ଜମି ଯୋଗାଇଦିଆଯିବ ବୋଲି ନିଷ୍ପ୍‌ତ୍ତି ହୋଇଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.