ଦୁର୍ଘଟଣା ପରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ

ସମ୍ବଲପୁର(କେନ୍ୟୁଜ): ଦୁର୍ଘଟଣା ପରେ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ସମ୍ବଲପୁର ବୁର୍ଲା ଥାନା ଘଣ୍ଟେଶ୍ୱରୀ ମନ୍ଦିର ରାସ୍ତାରେ ଦୁର୍ଘଟଣା । ପୋଲକୁ ଧକ୍କା ଦେବା ପରେ ସର୍ଟ ସର୍କିଟ ଯୋଗୁ କାରରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରବଳ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.