ଚଳନ୍ତା ଟ୍ରକ୍ ପଛରେ ପିଟି ହେଲା କାର, ୩ ମୃତ

ଟ୍ରକକୁ ପଛରୁ ପିଟିଲା ବାଇକ । ୩ ବାଇକ ଆରୋହୀ ମୃତ । ଯାଜପୁର ରୋଡ କଳିଙ୍ଗନଗର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ଯାଜପୁର (କେନ୍ୟୁଜ): ଟ୍ରକକୁ ପଛରୁ ପିଟିଲା ବାଇକ । ୩ ବାଇକ ଆରୋହୀ ମୃତ । ଯାଜପୁର ରୋଡ କଳିଙ୍ଗନଗର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଘଟିଛି ଦୁର୍ଘଟଣା । ଏକ ଚଳନ୍ତା ଟ୍ରକ୍ ପଛରେ ପିଟି ହୋଇଛି ବାଇକ । ଏଥିରେ ୩ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.