ସିବିଆଇ ସ୍କାନରରେ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି: ୬ ରାଜ୍ୟର ୯ଟି ସ୍ଥାନରେ ସିବିଆଇର ଚଢ଼ଉ, ଓଡ଼ିଶାର ଝାରସୁଗୁଡ଼ାରେ ଚାଲିଛି ରେଡ୍

ଝାରସୁଗୁଡ଼ା(କେନ୍ୟୁଜ୍‌): ସିବିଆଇ ସ୍କାନରରେ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି । ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ । ୬ ରାଜ୍ୟର ୯ଟି ସ୍ଥାନରେ ସିବିଆଇର ଚଢ଼ଉ । ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ ଓ ଓଡ଼ିଶାରେ ହେଉଛି ରେଡ୍‌ । ଚାଇନିଜ୍‌ ଭିସା ନେଇ ଚାଲିଛି ଚଢ଼ଉ । କାର୍ତ୍ତି ଚିଦାମ୍ବରମ୍‌ଙ୍କ ୫୦ ଲକ୍ଷ ଟଙ୍କାର କାରବାର ନେଇ ଚଢ଼ଉ ।

ଚୀନର କିଛି ନାଗରିକଙ୍କୁ ଭିସା ଯୋଗାଇବା ପାଇଁ ୫୦ ଲକ୍ଷ କାରବାର ହୋଇଥିବା ସୂଚନା । ଓଡ଼ିଶାର ଝାରସୁଗୁଡ଼ାରେ ସିବିଆଇ ରେଡ୍‌ । ୨୫୦ ବ୍ୟକ୍ତଙ୍କୁ ପଞ୍ଜାବରେ ଏକ ପାଓ୍ଵାର ପ୍ଲାଣ୍ଟରେ ଭିସା ଦେବାକୁ ୫୦ ଲକ୍ଷ ଟଙ୍କା ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.