ଏତେ ଦାୟିତ୍ବହୀନ: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ର ସୁପର ସ୍ପେଶାଲିଟି ବ୍ଲକରେ ପୁଣି ଖସିଲା ସିଲିଂ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ର ସୁପର ସ୍ପେଶାଲିଟି ବ୍ଲକରେ ପୁଣି ଖସିଲା ସିଲିଂ। ବ୍ଲକର ତୃତୀୟ ମହଲାରେ ରହିଥିବା ଏଣ୍ଡ୍ରୋକ୍ରାଇନୋଲଜି ବିଭାଗରେ ଖସିଲା ସିଲିଂ। ଏଣ୍ଡୋକ୍ରାଇନୋଲଜି ବିଭାଗର ରୋଗୀ ଥିବା ଏକ କୋଠରୀରେ ସିଲିଂ ଖସିଛି । ଅଳ୍ପକେ ବର୍ତ୍ତିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ଗତକାଲି ପଞ୍ଚମ ମହଲାରୁ ଖସିଥିଲା ସିଲିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.