Below header

ଚାନ୍ଦବାଲିରେ ବୈତରଣୀ ବ୍ରିଜରୁ ନଈକୁ ଡେଇଁ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ

ଚାନ୍ଦବାଲି(କେନ୍ୟୁଜ): ଚାନ୍ଦବାଲିରେ ବୈତରଣୀ ବ୍ରିଜରୁ ନଈକୁ ଡେଇଁ ଛାତ୍ରୀ ନିଖୋଜ । ଛାତ୍ରୀ ଜଣଙ୍କ ଯୁକ୍ତ ଦୁଇରେ ପଢୁଥିଲେ । ତାଙ୍କ ଘର ରାଜକନିକା ବୁରୁଡ଼ିଆରେ ବୋଲି ଜଣାପଡ଼ିଛି । ବ୍ରିଜ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ। ତେବେ କଣ ପାଇଁ ସେ ନଈ ଭିତରକୁ ଡେଇଁ ପଡ଼ିଲେ ତାହା ଜଣାପଡ଼ିନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.