Below header

ଓଡିଶାରେ କୋଭିସିଲଡ୍‌ ଟିକା ପହଁଚିବା ପରେ ଟ୍ଵିଟ୍‌ କଲେ ମୁଖ୍ୟମନ୍ତ୍ରୀ, କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର (କେନ୍ୟୁଜ) : ଓଡ଼ିଶାରେ କୋଭିସିଲଡ ଭ୍ୟାକସିନ୍ ପହଞ୍ଚିବା ପରେ ଟ୍ଵିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ସ୍ୱତନ୍ତ୍ର ବିମାନ ଯୋଗେ ରାଜ୍ୟରେ ଭ୍ୟାକସିନ୍ ପହଞ୍ଚିବା ଏକ ଖୁସିର ମୁହୂର୍ତ୍ତ । ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଫୋକସରେ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଫ୍ରଣ୍ଟ ଲାଇନ ଓ୍ଵାର୍କର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.