ଯାଜପୁର ଟାଉନ: ସରିଲା ୫୪ ଘଣ୍ଟିଆ କଣ୍ଟେନମେଣ୍ଟ କଟକଣା । ଜିଲ୍ଲାର ୫ବ୍ଲକ ଏବଂ ଗୋଟିଏ ପୌରପାଳିକା ରେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା କଟକଣା। କଟକଣା ଅବଧି ମଧ୍ୟରେ କଲିକତାରୁ ଆସିଥିବା ୧୨୦୦ଜଣ ଙ୍କ ସ୍ୱାବ ନମୂନା ସଂଗ୍ରହ ହୋଇଥିବା ସୂଚନା।