ନାବାଳିକାକୁ ଟ୍ରେନରେ ପ୍ରେମ ନିବେଦନ କରି ଜେଲ୍ ଗଲେ ଠିକାଦାର

ମୁମ୍ବାଇ – ହାଉଡା LTT ଏକ୍ସପ୍ରେସ ଟ୍ରେନରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର କରିବା ଏବଂ ଅଶାଳୀନ ମନ୍ତବ୍ୟ କରିବା ଅଭିଯୋଗରେ ରାଉରକେଲା ରେଳବାଇ ପୋଲିସ ଜଣେ ଠିକାଦାରଙ୍କୁ ଗିରଫ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ରାଞ୍ଚିର ବାସିନ୍ଦା ଏହି ନାବାଳିକା ଜଣକ ପରିବାର ସହ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ବ୍ୟବହାରର ଶିକାର ହୋଇଥିଲେ ।

ପରେ ପରିବାର ତରଫରୁ ରାଉରକେଲା GRPରେ ଅଭିଯୋଗ କରିଥିଲେ । ଆଉ ତାପରେ ଟ୍ରେନରେ ରାଞ୍ଚି ଯାଇ ରେଳବାଇ ଥାନାରେ ଏତେଲା ଦେବା ପରେ ପୋଲିସ ଉକ୍ତ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.