Below header

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ହେଲ୍‌ପ ଡେକ୍ସ, ୯୩୩୭୯୨୯୦୦୦କୁ ହାଏ ଲେଖି ପଠାଇଲେ ମିଳିବ ତଥ୍ୟ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା କୋଭିଡ୍‌ ହେଲ୍‌ପ ଡେକ୍ସ। ‘ହାଏ’ ଲେଖି ପଠାଇଲେ ରାଜ୍ୟର କରୋନା ତଥ୍ୟ ମିଳିବ । ଏଥିପାଇଁ ଏକ ନମ୍ବର ଜାରି କରାଯାଇଛି। ଆପଣ ୯୩୩୭୯୨୯୦୦୦କୁ WHATSAPP ମାଧ୍ୟମରେ ମେସେଜ୍‌ କରିପାରିବେ । ଏହା ମାଧ୍ୟମରେ ରାଜ୍ୟରେ କରୋନା ସମ୍ପର୍କିତ ସମସ୍ତ ତଥ୍ୟ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.