ଭୀଷଣ ବା ଅତି ଭୀଷଣ ରୂପ ନେଇପାରେ “ୟଶ”, ଉତ୍ତର ଓଡିଶା ଉପରେ ରହିବ ଅଧିକ ପ୍ରଭାବ

ଭୁବନେଶ୍ୱର(କେ ନ୍ୟୁଜ): ବାତ୍ୟା “ଭୀଷଣ” ବା “ଅତି ଭୀଷଣ” ଆକାରର ରୂପ ନେବ । ବାତ୍ୟାର ପ୍ରଭାବ ଉତ୍ତର ଓଡିଶା ଜିଲ୍ଲା ମାନଙ୍କରେ ଅଧିକ ରହିବ । ଏ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ଆସନ୍ତା ୨୧ ରୁ ୨୪ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.