ରାଜନଗର ହଂସୁଆ ନଦୀରୁ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର

ରାଜନଗର(କେନ୍ୟୁଜ୍): ହଂସୁଆ ନଦୀରୁ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର । ରାଜନଗର ବ୍ଲକ ହଂସୁଆ ନଦୀର ବିଜୁଳିଆଠାରେ ବିଶାଳକାୟ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି । ମୃତ କୁମ୍ଭୀରର ଲମ୍ବ ୧୭ ଫୁଟରୁ ଊର୍ଦ୍ଧ୍ୱ ହେବ ।

ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରକୁ ଆଣି ସଂସାରଫଳ ନିକଟରେ ଥିବା ବନ୍ୟାଞ୍ଚଳ କାର୍ଯ୍ୟାଳୟରେ ବ୍ୟବଚ୍ଛେଦ କରାଇଥିଲେ । ଖାଦ୍ୟ ନଳୀରେ ସଂକ୍ରମଣ ଯୋଗୁ କୁମ୍ଭୀରର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.