ଫନି ପାଇଁ ମେ ୨୦କୁ ଘୁଂଚିଲା ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର : ଚଳିତ ମାସ ୨୦ ତାରିଖରୁ ଡିପ୍ଲୋମା ପରୀକ୍ଷା ହେବାକୁ ଯାଉଛି । ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଏହି ସୂଚନା ପ୍ରଦାନ କରାଯାଇଛି। ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ପୂର୍ବରୁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପରୀକ୍ଷା ୨, ୩ ଓ ୪ ତାରିଖରେ ହେବାକୁ ଥିଲା। ତେବେ କିଛି ଦିନ ମଧ୍ୟରେ ବିଦ୍ୟୁତ ସପ୍ଲାଏ ସମସ୍ତ ସ୍ଥାନରେ କରାଯିବ ବୋଲି ଘୋଷଣା କର ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.