ପିସିସିର ନୂଆ କମିଟିକୁ ନେଇ ଅସନ୍ତୋଷ : ଧାରଣାରେ ବସିଲେ ୩ ପ୍ରମୁଖ ନେତା

ଭୁବନେଶ୍ବର (କେନ୍ୟୁଜ୍) : ପିସିସିର ନୂଆ କମିଟିକୁ ନେଇ ଅସନ୍ତୋଷ। କଂଗ୍ରେସ ଭବନରେ ଧାରଣାରେ ବସିଲେ ୩ ପ୍ରମୁଖ ନେତା। ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ୟ୍ୟ ଓ ଚିନ୍ମୟ ସୁନ୍ଦର ଦାସ ଧାରଣାର ବସିଛନ୍ତି। ପୂର୍ବ କମିଟିରେ ପଦ ପଦବୀରେ ଥିବା ନେତାଙ୍କୁ ବାଦ୍ ଦିଆଯାଇଥିବାରୁ ଧାରଣା ଦିଆଯାଇଛି। ନୂତନ କମିଟିରେ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ସ୍ଥାନ ଦିଆଯାଇନଥିବା ୩ ନେତା ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.