ରାଜ୍ୟରେ ଘନ କୁହୁଡି ସହ ପ୍ରବଳ ଶୀତ, ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ତଳେ

ଫୁଲବାଣୀ(କେନ୍ଯୁଜ୍): ରାଜ୍ୟରେ ବଢିଛି ଶୀତ । ୩ରୁ ୪ଦିନ ହେବ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଚକାପାଦ, ଟିକାବାଲି, ଖଜୁରୀପଡା, ରାଇକିଆ ଓ ଦାରିଙ୍ଗିବାଡିରେ ଘନ କୁହୁଡି ସହ ପ୍ରବଳ ଶୀତ ଅନୁଭୁତ ହେଉଛି ।

ଫୁଲବାଣୀର ତାପମାତ୍ରା ୧୦ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ତଳେ ରହିଛି । ଶୀତରୁ ରକ୍ଷା ପାଇବାକୁ ଲୋକେ ନିଆଁ ପୁଇଁ ହେଉଛନ୍ତି । ସକାଳୁ ଟ୍ୟୁସନ୍‌ ଯିବା ବେଳେ ନାନା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.