ହାଡ଼ ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ ଜିଲ୍ଲା: ଉପର ବାରା କାମୁଡାରେ ୫ ଡିଗ୍ରୀ ଥିବାବେଳେ, ନଅଣାରେ ୭ ଡିଗ୍ରୀ…
କରଞ୍ଜିଆ(କେନ୍ୟୁଜ୍): କିଛି ଦିନ ହେବ ମୟୁରଭଞ୍ଜ ଜିଲ୍ଲାରେ ବଢିବାରେ ଲାଗିଛି ଶୀତ। ହାଡ଼ ଭଙ୍ଗା ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳୁ ଏବଂ ସନ୍ଧ୍ୟା ୮ ପରେ ରାସ୍ତାଘାଟ ଶୂନଶାନ୍ ହେଇଯାଉଛି ।
ଆଜି…