ଭିଜିଲାନ୍ସ ଜାଲରେ ଭୁବନେଶ୍ୱର GPH ଡିଭିଜନ-୨ର ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭଯୋଗରେ ୬ଟି ସ୍ଥନାରେ ଚାଲିଛି ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭୁବନେଶ୍ୱର GPH ଡିଭିଜନ-୨ର ଯନ୍ତ୍ରୀ ରବିନ୍ଦ୍ର ପ୍ରଧାନଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭଯୋଗରେ ଚଢାଉ। ଏକକାଳୀନ ୬ଟି ସ୍ଥନାରେ ଚଢାଉ କରୁଛି ବିଭାଗ। ବ୍ରହ୍ମପୁର ସ୍ଥିତ ପୈତୃକ ଘରେ ରେଡ୍‌ କରୁଛି ଭିଜିଲାନ୍‌ସ।

ସୂଚନା ଥାଉକି, ଗତକାଲି ଭିଜିଲାନ୍ସ  ଗୁରାଣ୍ଡୀ କଲେଜର ଏଜୁକେସନ ଅଧ୍ୟାପକ ଜି ନାଗେଶ୍ୱର ରାଓଙ୍କ ଘରେ ରେଡ୍‌  କରିଥିଲା। ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଭିଜିଲାନ୍ସର ମିଳିତ ଭାବେ ୬ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.