Below header

ଜଗତସିଂହପୁର: ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ପୋଲିସ-ଦୋକାନୀ ମୁହାଁମୁହିଁ

ଜଗତସିଂହପୁର(କେନ୍ୟୁଜ୍): ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ଜଗତସିଂହପୁର ରଘୁନାଥପୁରଠାରେ ଉତ୍ତେଜନା ହୋଇଛି । ଘଟଣାରେ ପୋଲିସ-ଦୋକାନୀ ମୁହାଁମୁହିଁ ହୋଇ ୨ ଜଣ ଆହତ ହୋଇଛନ୍ତି । ଜବରଦଖଲ ଉଚ୍ଛେଦକୁ ବିରୋଧ କରି JCB ଆଗରେ ଶୋଇଗଲେ ଦୋକାନୀ । ଘଟଣାସ୍ଥଳରେ ୨ ପ୍ଳାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରଘୁନାଥପୁର ତହସିଲଦାର ଓ ତିର୍ତ୍ତୋଲ SDPO ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.