Below header

କଟକ: ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କ କଟକ ବଡ ମେଡିକାଲ ପରିଦର୍ଶନ

କଟକ(କେନ୍ୟୁଜ୍): ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ-ଜକରିଛନ୍ତି । ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀ ସେମାନଙ୍କ ସଂପର୍କୀୟଙ୍କୁ ଭେଟି ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି । ସ୍ୱାସ୍ଥ୍ୟସେବାରେ କେତେକ କ୍ଷେତ୍ରରେ ଉନ୍ନତି ଘଟିଥିବା ବେଳେ ଆହୁରି କେତେକ କ୍ଷେତ୍ରରେ ସମସ୍ୟା ରହିଥିବା କହିଛନ୍ତି ଓଏଚଆରସି ଅଧ୍ୟକ୍ଷ ଜଷ୍ଟିସ ବି.ପି ଦାସ । କମିଶନ ପୂର୍ବରୁ ଜଗତସିଂହପୁର ମେଡିକାଲ ପରିଦର୍ଶନ କରିବା ସହ ବିଭିନ୍ନ ଜେଲ ମଧ୍ୟ ବୁଲି ଦେଖୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.