Browsing Tag

scb hospital

ପ୍ରଥମ ଥର ପାଇଁ ଏସସିବି ମେଡିକାଲରେ ଯକୃତ ପ୍ରତିରୋପଣ

କଟକ (କେନ୍ୟୁଜ୍‌): କଟକ ଏସସିବି ମେଡିକାଲରେ ଯକୃତ ପ୍ରତିରୋପଣ । ଆଜି SCBରେ ପ୍ରଥମ ଥର ଲାଗି ଲିଭର ପ୍ରତିରୋପଣ କରାଯାଇଛି । ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ୧୦ ଜଣିଆ ଟିମ୍ ଏସସିବି ଡାକ୍ତରଙ୍କ ସହଯୋଗରେ ଏହି ପ୍ରତିରୋପଣ କରିଛନ୍ତି । ତେବେ…

କଟକ SCBରେ ବିରଳ ଅସ୍ତ୍ରୋପଚାର: ୫୧ ବର୍ଷିୟ ବ୍ୟକ୍ତିଙ୍କ ଛାତିରୁ ବାହାରିଲା ଛୁଞ୍ଚି

କଟକ (କେନ୍ୟୁଜ) : କଟକ SCBରେ ବିରଳ ଅସ୍ତ୍ରୋପଚାର । ଛାତିରୁ ବାହାରିଲା ଛୁଞ୍ଚି । କାଡିଓ ଥୋରସିସ ଭାସ୍କୁଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କ ନିବାସ ଶର୍ମା ଖଟ ଉପରେ ଶୋଇଥିବାବେଳେ ଛାତି ଭିତରେ ଏକ…

SCB ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା: ୮ଦିନ ହେଲା ଚାଲୁନି ଲିଫ୍ଟ , ସିଡ଼ିରେ ବୁହା ହେଉଛନ୍ତି ରୋଗୀ

କଟକ (କେନ୍ୟୁଜ): କଟକ ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । ହନ୍ତସନ୍ତ ହେଉଛନ୍ତି ରୋଗୀ । କେତେବେଳେ ବିଜୁଳି କଟି ଯାଉଛି ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ ଏବେ ଏସସିବି ମେଡିକାଲର ନ୍ୟୁ ମେଡ଼ିସିନ ଓ୍ବାର୍ଡରେ ଦୀର୍ଘ ଦିନ ଧରି ଲିଫ୍ଟ ଅଚଳ। ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର…

କୁନି ଝିଅର ମହାନତା ! ମୃତ୍ୟୁ ପରେ ଜଣେ ମହିଳାଙ୍କୁ ନୂଆ ଜୀବନ ଦେଲେ ୧୪ ବର୍ଷୀୟା ନାବାଳିକା

କଟକ (କେନ୍ୟୁଜ): କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କାର୍ଡାଭାରିକ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର । ବ୍ରହ୍ମପୁର ଅଞ୍ଚଳର ୧୪ ବର୍ଷର ଝିଅ ସ୍ମୃତି ସମ୍ରିଦ୍ଧିଙ୍କ ବ୍ରେନ୍‌ ଡେଡ ପରେ ତାଙ୍କ ପରିବାର ଲୋକ କିଡନୀ ଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ । ଭୁବନେଶ୍ୱର ଏକ ଘରୋଇ…

କୋଭିଡ଼ ପାଇଁ SCB ମେଡ଼ିକାଲ କଲେଜ ସମ୍ପୂର୍ଣ୍ଣ ପ୍ରସ୍ତୁତ, ୬୦୦ ଶଯ୍ୟା ପ୍ରସ୍ତୁତ

କଟକ(କେନ୍ୟୁଜ୍):କୋଭିଡ ମୁକାବିଲା ନେଇ SCB ମେଡ଼ିକାଲ କଲେଜ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ରଖାଯାଇଛି । କୋଭିଡ ଦୃଷ୍ଟିକୋଣରୁ ଅତି ଜରୁରୀ ନଥିଲେ ଚିକିତ୍ସା ପାଇଁ SCB ଆସନ୍ତୁ ନାହିଁ । ଟେଲି କନସଲଟେସନ ଜରିଆରେ ପରାମର୍ଶ ନେବାକୁ ଚେଷ୍ଟା…

ବିନା ଅସ୍ତ୍ରୋପଚାରରେ ହାର୍ଟରେ ଥିବା ଛିଦ୍ରର ଚିକିତ୍ସା ! ଏସସିବିରେ ଉପଲବ୍ଧ

କଟକ(କେନ୍ଯୁଜ୍): ଏସସିବି ମେଡିକାଲ ହୃଦରୋଗ ବିଭାଗରେ ଗତକାଲି ୪ ଜଣ ଶିଶୁ ରୋଗୀ ଓ ଦୁଇଜଣ ବୟସ୍କ ବ୍ୟକ୍ତି ଏଭଳି ୬ ଜଣ ରୋଗୀଙ୍କ ହୃତପିଣ୍ଡରେ ଥିବା ଛିଦ୍ରକୁ ଡିଭାଇସ କ୍ଲୋଜର ମାଧ୍ୟମରେ ବନ୍ଦ କରାଯାଇଛି। ବିନା ଅସ୍ତ୍ରୋପଚାରରେ ହାର୍ଟରେ ଥିବା ଏହି ଛିଦ୍ରର ଚିକିତ୍ସା କରାଯାଇ ପାରିଛି।…

କଟକ:ଏସ୍‌ସିବି, ଆଚାର୍ଯ୍ୟ ହରିହର ଓ ଶିଶୁଭବନରେ ରୋଗୀ ସେବା ପାଇଁ ପ୍ରଶାସନ ତରଫରୁ ସ୍ୱତନ୍ତ୍ର  ଏସ୍‌ଓପି

କଟକ(କେନ୍ୟୁଜ୍): କରୋନା  କବଜାରେ କଟକ ସହର। କ୍ବାରେଣ୍ଟାଇନ କେସ ଠାରୁ ବଢୁଥିବା ଲୋକାଲ କେସ ଏବେ କଟକ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଦିନକୁ ଦିନ ଆ୍ରକନ୍ତଙ୍କ ସଂଖ୍ୟା ବଢୁଥିବାରୁ କିଛି ଦିନ ତଳେ ସହରକୁ  ୭ ଦିନିଆ ସଟ ଡାଉନ କରିଥିଲା ଜିଲ୍ଲା ପ୍ରଶାସନ। ଏବେ  ଏସ୍‌ସିବି,…

କଟକ ବଡ଼ମେଡିକାଲରେ ବିରଳ ଅସ୍ତ୍ରୋପଚାର: ଭୁବନେଶ୍ୱର ଆପୋଲୋରେ ମୃତ ମହିଳାଙ୍କ କିଡ୍‌ନୀ ଏସ୍‌ସିବିରେ ଜୀବିତଙ୍କଠାରେ…

କଟକ : କଟକ ବଡ଼ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଓଡ଼ିଶାରେ ପ୍ରଥମ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ପ୍ରଚେଷ୍ଟା । ଭୁବନେଶ୍ୱର ଆପୋଲୋରେ ମୃତ ମହିଳାଙ୍କ କିଡ୍‌ନୀ ଏସ୍‌ସିବିରେ ଜୀବୀତଙ୍କଠାରେ ପ୍ରତିରୋପଣ କରାଯାଇଛି । କିଡ୍‌ନୀ ହରାଇଥିବା ଜଣେ ପୁରୁଷ ରୋଗୀଙ୍କୁ ବଞ୍ଚାଇବାକୁ ଏସ୍‌ସିବିର ଏକ…

କଟକ: ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କ କଟକ ବଡ ମେଡିକାଲ ପରିଦର୍ଶନ

କଟକ(କେନ୍ୟୁଜ୍): ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ-ଜକରିଛନ୍ତି । ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀ ସେମାନଙ୍କ ସଂପର୍କୀୟଙ୍କୁ ଭେଟି ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି । ସ୍ୱାସ୍ଥ୍ୟସେବାରେ କେତେକ କ୍ଷେତ୍ରରେ ଉନ୍ନତି ଘଟିଥିବା ବେଳେ ଆହୁରି କେତେକ କ୍ଷେତ୍ରରେ ସମସ୍ୟା ରହିଥିବା…