ମୁଡକି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କେହି ମୃତାହତ ହୋଇନଥିବା ସୂଚନା

ପଳାଶପଲ୍ଲୀ ପୁନମା ଗେଟ ନିକଟ ମୁଢ଼ି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିବା ସୂଚନା ।

ଭୁବନେଶ୍ୱର(କେନ୍ୟୁଜ୍‌) : ପଳାଶପଲ୍ଲୀ ପୁନମା ଗେଟ ନିକଟ ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା । ଏନେଇ କାହାରି କୌଣସି କ୍ଷତି ଘଟି ନଥିବା ବେଳେ ନିଆଁକୁ ଆୟତ୍ତ କରାଯାଉଛି । ତେଲ କଡେ଼ଇ ରୁ ନିଆଁ ଲାଗିଥିବା ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.