କନ୍ଧମାଳ ଗୋଚ୍ଛାପଡା ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳିବିନିମୟ, ୨ କମାଣ୍ଡୋ ଆହତ

ଆହତଙ୍କୁ ଡିଜିପି ଆସୁଥିବା ହେଲିକେପ୍ଟରେ ଅଣାଯାଉଛି ଭୁବନେଶ୍ୱର

କନ୍ଧମାଳ (କେନ୍ଯୁଜ୍): କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଏଥିରେ ୨ ଜଣ କମାଣ୍ଡୋ ଆହତ ହୋଇଛନ୍ତି । ଏହି ପରିପେକ୍ଷୀରେ ଡିଜିପି ଅଭୟଙ୍କ ମାଲକାନଗିରି ଗସ୍ତରେ ଯାଉଥିବା ବେଳେ ତାଙ୍କ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି ।

ଆହତଙ୍କୁ ଡିଜିପି ଆସୁଥିବା ହେଲିକେପ୍ଟରେ ଭୁବନେଶ୍ୱର ଅଣାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.