ଓଡ଼ିଶାରେ ପ୍ରଥମ ତୁଷାରପାତ: କୋଇଡା ଓ ଟେନସା ଅଞ୍ଚଳର ବିଭିନ୍ନ ସ୍ଥାନରେ ବରଫ ସ୍ତର, ୪ଡିଗ୍ରୀ ତଳକୁ ଖସିଛି ପାରଦ

ବଣାଇ(କେନ୍ଯୁଜ୍): ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାରେ ପ୍ରଥମ ତୁଷାରପାତ । ସୁନ୍ଦରଗଡ ଜିଲ୍ଲା ବଣାଇର କୋଇଡା ଓ ଟେନସା ଅଞ୍ଚଳରେ ତୁଷାରପାତ । ୪ଡିଗ୍ରୀ ତଳକୁ ଖସିଛି ପାରଦ ।

ବିଭିନ୍ନ ସ୍ଥାନରେ ବରଫ ସ୍ତର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ପୁଇଁ ହେଉଛନ୍ତି । ପ୍ରବଳ ଜାଡରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.