Below header

ବାଲୁଗାଁ: ବିପଦରେ ବିଦେଶୀ ପକ୍ଷୀ, ୫୭ ମୃତ ବିଦେଶୀ ପକ୍ଷୀଙ୍କୁ ଉଦ୍ଧାର କଲା ବନ ବିଭାଗ, ଶିକାରୀ  ଗିରଫ

ଟାଙ୍ଗୀ: ବନ ବିଭାଗ ପକ୍ଷରୁ  ଚଡାଉ କରି ଚିଲିକାର ୧ ନମ୍ବର  କୁଦ ନିକଟରୁ  ୫୭ ମୃତ ପକ୍ଷୀ  ଓ ୩ ଟି  ଜୀବିତ ପକ୍ଷୀକୁ ଉଦ୍ଧାର  କରାଯାଇଛି। ଏହା ସହିତ  ୨ ଶିକାରୀଙ୍କୁ ଗିରଫ  କରିବାରେ ସଫଳ  ହୋଇଛନ୍ତି  ବନ ବିଭାଗ।  ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ବାରୁଦ, ୫୦୦  ଅଧିକ  ଗୁଳି, ଛୁରୀ, ଗୋଟିଏ ଚୋରା ବନ୍ଧୁକ ସହ ଏକ  ଡଙ୍ଗାକୁ ଜବତ କରିଛି ବନ ବିଭାଗ। ସେଠରେ ଥିବା ଅନ୍ୟ ୫ ଶିକାରୀ ବନବିଭଗ କର୍ମଚାରୀଙ୍କୁ ଅକ୍ରମଣ କାରି ଫେରାର ହୋଇଥିବା  ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.