Browsing Tag

chillika

ଆଜି ଚିଲିକା ମୁହାଁଣ ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଗତକାଲି ମୁଣ୍ଡଳୀ ବ୍ୟାରେଜ ସ୍ଥିତି ବୁଲି…

ବ୍ରହ୍ମଗିରି (କେନ୍ୟୁଜ): କଟକରେ ମହାନଦୀର ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆଜି ଚିଲିକା ମୁହାଁଣ କରିବେ ପରିଦର୍ଶନ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁରଠାରୁ ମୋଟର ବୋଟ୍ ରେ ଏହି ଟିମ୍ ଚିଲିକା ମୁହାଁଣ ଯିବେ । ୧୦ ଦିନିଆ ଗସ୍ତରେ ଆସିଥିବା ମହାନଦୀ ଜଳ…

ଚିଲିକାରେ ପଶିଲେ ଜଙ୍ଗଲୀ ହାତୀପଲ

ଟାଙ୍ଗି(କେ ନ୍ୟୁଜ): ଚିଲିକାରେ ପଶିଲେ ଜଙ୍ଗଲୀ ହାତୀ। । ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଚିଲିକା କୂଳଠାରୁ ୮କିଲୋମିଟର ଭିତରେ ଅଛନ୍ତି ୧୩ଜଣିଆ ହାତୀପଲ। ନଳଘାସ ନିକଟରେ ହାତୀ ପଲ ଥିବା ବେଳେ ସେମାନଙ୍କ ଭିତରେ ଗୋଟିଏ ଛୁଆ ହାତୀ ଥିବା ଜଣାପଡିଛି। ଚିଲିକାରେ ପକ୍ଷୀଗଣନା ଚାଲିଥିବା ବେଳେ…

ଆଜି ସନ୍ଧ୍ୟା ୭ଟାରୁ ଚିଲିକା, ବାଲୁଗାଁ, ବାଣପୁରରେ ୭୨ ଘଣ୍ଟିଆ ସଟ ଡ଼ାଉନ ଜାରି

 ଟାଙ୍ଗି: ବଢୁଥିବା କରୋନା ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିହିତ କରିବାପାଇଁ ବାଣପୁର ଓ ଚିଲିକା ପ୍ରଶାସନ ଦ୍ୱାରା ସର୍ବସମ୍ମତି କ୍ରମେ ପୃଥକ ପୃଥକ ଅନୁରୋଧ ପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଚିଲିକା ନିର୍ବାଚନୀ ମଣ୍ଡଳୀର ବାଣପୁର ବ୍ଲକ୍ , ଚିଲିକା ବ୍ଲକ ଏବଂ ବାଣପୁର…

ବାଲୁଗାଁ: ବିପଦରେ ବିଦେଶୀ ପକ୍ଷୀ, ୫୭ ମୃତ ବିଦେଶୀ ପକ୍ଷୀଙ୍କୁ ଉଦ୍ଧାର କଲା ବନ ବିଭାଗ, ଶିକାରୀ  ଗିରଫ

ଟାଙ୍ଗୀ: ବନ ବିଭାଗ ପକ୍ଷରୁ  ଚଡାଉ କରି ଚିଲିକାର ୧ ନମ୍ବର  କୁଦ ନିକଟରୁ  ୫୭ ମୃତ ପକ୍ଷୀ  ଓ ୩ ଟି  ଜୀବିତ ପକ୍ଷୀକୁ ଉଦ୍ଧାର  କରାଯାଇଛି। ଏହା ସହିତ  ୨ ଶିକାରୀଙ୍କୁ ଗିରଫ  କରିବାରେ ସଫଳ  ହୋଇଛନ୍ତି  ବନ ବିଭାଗ।  ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ବାରୁଦ, ୫୦୦  ଅଧିକ  ଗୁଳି, ଛୁରୀ,…

ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍ : ଓ୍ଵାଟର ଏରୋଡ୍ରମ୍ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର(କେନ୍ୟୁଜ୍): ଏବେ ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍। ପର୍ୟ୍ୟଟକମାନେ ସି-ପ୍ଲେନ୍ ଜରିଆରେ ଚିଲିକା ଭିତରେ ଓହ୍ଲାଇବେ । ଦେଶରେ ପ୍ରଥମ ଥର ପାଇଁ ଏପରି ପରିକଳ୍ପନା କରାଯାଇଛି । ଚିଲିକା ସମେତ ଦେଶର ତିନିଟି ସ୍ଥାନରେ ଓ୍ଵାଟର ଏରୋଡ୍ରମ୍ କରି ସି-ପ୍ଲେନ୍ ଚଳାଇବା ପ୍ରସ୍ତାବକୁ ମଞ୍ଜୁରୀ…