Below header

ଚିଲିକାରେ ପଶିଲେ ଜଙ୍ଗଲୀ ହାତୀପଲ

ଟାଙ୍ଗି(କେ ନ୍ୟୁଜ): ଚିଲିକାରେ ପଶିଲେ ଜଙ୍ଗଲୀ ହାତୀ। । ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଚିଲିକା କୂଳଠାରୁ ୮କିଲୋମିଟର ଭିତରେ ଅଛନ୍ତି ୧୩ଜଣିଆ ହାତୀପଲ। ନଳଘାସ ନିକଟରେ ହାତୀ ପଲ ଥିବା ବେଳେ ସେମାନଙ୍କ ଭିତରେ ଗୋଟିଏ ଛୁଆ ହାତୀ ଥିବା ଜଣାପଡିଛି। ଚିଲିକାରେ ପକ୍ଷୀଗଣନା ଚାଲିଥିବା ବେଳେ ବଣ୍ୟପ୍ରାଣୀ ବିଭାଗ କର୍ମଚାରୀ ଚିଲିକା ଭିତରେ ହାତୀକୁ ଠାବ କରିଛନ୍ତି। ଘଟଣାସ୍ଥଳକୁ ଜଙ୍ଗଲ ବିଭାଗ କର୍ମଚାରୀ ଯାଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.